Home
Features
_Multi DropDown
__DropDown 1
__DropDown 2
__DropDown 3
_ShortCodes
_SiteMap
_Error Page
Documentation
_Web Doc
_Video Doc
Download This Template
Showing posts from March, 2021
Show all
*ସମାଜ ହିତରେ ଜାରୀ* ଶେଷଥର ପୁଣିଥରେ ନିବେଦନ 🙏🙏🙏🙏🙏🙏🙏 ସମସ୍ତ ସାମାଜିକ ବଂଧୁ ମାନଙ୍କୁ ଅନୁରୋଧ 🙏 ଦୟାପୂର୍ବକ ଏପରି ବାଜେ ଭିଡିଓ ପୋଷ୍ଟ କରନ୍ତୁ ନାହିଁ ! ଜଣଙ୍କ ପାଇଁ ସମଗ୍ର ୱାଟସପ ଗୃପକୁ ତଥା ଗୃଫରେ ସାମିଲଥିବା ସମସ୍ତ ବ୍ୟକ୍ତିଙ୍କୁ ନିନ୍ଦା କରାଯାଉଅଛି !ଏଣୁ ଆପଣଙ୍କୁ ସଚେତନ କରାଯାଉଅଛି 👆 ଆପଣଙ୍କ ତରଫରୁ ଏପରି ଭୁଲଯଦି ପୁନର୍ବାର ଦୋହରା ଯାଏ !!ଆପଣଙ୍କୁ ଏହି ଗୃପରୁ ହଟାଇବାପାଇଁ ବାଧ୍ଯହେବୁ ଧନ୍ୟବାଦ 🙏 ଏହି ଅଖୀଳ ଭାରତୀୟ ଖଡୁରା (ଖର୍ରା) ମହାସଙ୍ଘର ସମସ୍ତ ସାମାଜିକ ଭାଇମାନଙ୍କୁ 🙏କରବଦ୍ଧ ଭାବେ ବିନମ୍ର ନିବେଦନ କରୁଅଛି : - ଯିଏ ନିଜ ମନ ଏବଂ ସମାଜର ଅଗ୍ରଗତି ବିଷୟରେ ଚିନ୍ତା କରିବାକୁ ଚାହୁଁଛି, *ଲିଖିତ* ପୋଷ୍ଟ କର, ଯଦି ତୁମେ ଚିତ୍ର (ଫଟୋ ) ପୋଷ୍ଟ କର ସେହି ଫଟୋ ,ଭିଡିଓ ଟି *ଖଡୁରା ସମାଜ ସହିତ ଜଡିତ ହେବା ଉଚିତ୍* | ଯେଉଁ ଫଟୋ ଗୁଡାକ ପୋଷ୍ଟକରୁଛନ୍ତି ଏହି ଫଟୋ ସବୁ ସୋସିଏଲ ମିଡିଆରେ ପ୍ରଚାରପ୍ରସାର ହୋଇ ସାରିଅଛି ,ହେଇପାରେ ଆପଣଙ୍କ ପାଇଁ ନୁଆଁ ଅଟେ ! *ଅ:ଭା:ଖଡୁରା ମହାସଙ୍ଘ* *ରାଷ୍ଟ୍ରୀୟ ସଂଯୋଜକ:-* *ଗୋପୀନାଥ ସାହୁ* *जनहित में जारी* आखिरी बार फिर आपके 🙏🙏 निबेदन करता हूं । मैं सभी सामाजिक मित्रों से आग्रह पूर्वक विनम्र निवेदन के साथ 🙏 करबद्ध प्राथना करता हूं कि , कृपया इस तरह के समाज से बिना संबंध बाले वीडियो पोस्ट न करें! 👆एक के लिए, पूरे व्हाट्सएप ग्रुप और ग्रुप में हर किसी की निंदा की जा रही है! अगर आप फिर से अपने भूल करेंगे तो ,आपको इस समूह से हटाने के लिए हम पदक्षेप लेंगे । धन्यवाद 🙏 अखिल भारतीय खडूरा महासंघ (खर्रा) तरफ से 🙏सभी सामाजिक भाइयों और बहनों से अपील कर रहा है: - कोई भी व्यक्ति जो अपने मन और समाज की प्रगति के बारे में सोचना चाहता है, वे लिखित पोस्ट करें ,अगर आप फोटो, वीडियो पोस्ट करते हैं तो *खडूरा समाज से जोड़ा जाना चाहिए* । आपके द्वारा पोस्ट की जा रही तस्वीरें ओर वीडियो पहले से ही सोशल मीडिया पर घूम रही हैं, जो आप कभी नहीं देख ने के कारण , जो आपके लिए नई हो सकती हैं । समाज के लिए नहीं । *अ :भा :खडूरा महासंघ* *राष्ट्रीय संयोजक- गोपीनाथ साहू*
ନମସ୍କାର🙏 "କ୍ରାନ୍ତିଖଡୁ " ପରିବାରକୁ ଆପଣ ଙ୍କୁ ସ୍ଵାଗତ। ଆମ ନ୍ୟୁଜ୍ ପେପର ଆର.ଏନ .ଆଇ ନ୍ୟୁ ଦିଲ୍ଲୀ ରୁ ନାମ ପଞ୍ଜିକୃତ ହୋଇଯାଇଅଛି ଏହା ସହିତ RNI ତରଫରୁ RNI T.C ODIODI07970 ପ୍ରାପ୍ତ ହୋଇଯାଇଅଛି । ଆମେ ଉନ୍ନତ ଜ୍ଞାନ କୌଶଳ ସହିତ ଷ୍ଟୁଡିଓ ପ୍ରସାରଣ ୨୪ ଘଣ୍ଟା ଫେସବୁକ୍ ଲାଇଭ୍ ପ୍ରସାରଣ କରିବୁ।ଓଡ଼ିଶାରେ ୩୦ ଜିଲ୍ଲା ରୁ ୩୦ ଜଣ ଜିଲ୍ଲା ପ୍ରତିନିଧି ସହିତ ୩୧୪ ଟି ବ୍ଲକ୍ ରେ ୩୧୪ ଟି ବ୍ଲକ୍ ପ୍ରତିନିଧି ବଛା ବଛା ଦକ୍ଷ ପ୍ରତିନିଧି ମାନଙ୍କୁ ରଖିବୁ। ଯେଉଁମାନେ ବର୍ତ୍ତମାନ ଆମ ସହିତ ଯୋଡି ହେଇଛନ୍ତି ବହୁତ୍ ଶୀଘ୍ର ଆପଣ ମାନେ I'd card, joining letter, DI & PRO Information latter, , collector information latter, SP information latter, ପାଇବେ। ଏହାଛଡା ଆମ କାର୍ଯ୍ୟକାରଣୀ ସହଯୋଗୀ ସଦସ୍ୟଙ୍କ ନାମ ସହ ଫଟୋ ପ୍ରତ୍ୟେକ ପ୍ରକାଶନୀରେ ପ୍ରକାଶ କରିବାସହ ତାଙ୍କ ନାମ ଲେଟର‐ପେଡରେ ଜୋଡାଯିବ ! ଯେଉଁମାନେ ଆମସହ ଯୋଡି ହେବାକୁ ଚାହୁଁଛନ୍ତି !ସେଥିପାଇଁ ଆପଣ ମାନଙ୍କୁ କିଛି ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ ସହିତ registration fees ଦେବାକୁ ପଡ଼ିବ। Documents 1 -Adhaar card 2-voter card 3 -education certificate 4 -police verification certificate 5 -Recent Passport size photo 6 -Blood group 7 -WhatsApp number 8 - pancard 9- Residen certificate 10- Registration Fee's
Load More
That is All
Social Plugin
Time
Gopinath
ବିଜ୍ଞାପନ
Labels
ଜିଲ୍ଲା
Subscribe Us
Most Popular
Facebook
Tags
ଜିଲ୍ଲା
Categories
Search This Blog
Powered by Blogger
October 2024
1
December 2021
1
November 2021
2
October 2021
11
September 2021
11
August 2021
40
July 2021
32
June 2021
17
March 2021
2
January 2021
3
December 2020
3
November 2020
2
October 2020
11
August 2020
5
Report Abuse
About Me
KRANTI KHADU NEWS
View my complete profile
Social Plugin