*ସମାଜ ହିତରେ ଜାରୀ* ଶେଷଥର ପୁଣିଥରେ ନିବେଦନ 🙏🙏🙏🙏🙏🙏🙏 ସମସ୍ତ ସାମାଜିକ ବଂଧୁ ମାନଙ୍କୁ ଅନୁରୋଧ 🙏 ଦୟାପୂର୍ବକ ଏପରି ବାଜେ ଭିଡିଓ ପୋଷ୍ଟ କରନ୍ତୁ ନାହିଁ ! ଜଣଙ୍କ ପାଇଁ ସମଗ୍ର ୱାଟସପ ଗୃପକୁ ତଥା ଗୃଫରେ ସାମିଲଥିବା ସମସ୍ତ ବ୍ୟକ୍ତିଙ୍କୁ ନିନ୍ଦା କରାଯାଉଅଛି !ଏଣୁ ଆପଣଙ୍କୁ ସଚେତନ କରାଯାଉଅଛି 👆 ଆପଣଙ୍କ ତରଫରୁ ଏପରି ଭୁଲଯଦି ପୁନର୍ବାର ଦୋହରା ଯାଏ !!ଆପଣଙ୍କୁ ଏହି ଗୃପରୁ ହଟାଇବାପାଇଁ ବାଧ୍ଯହେବୁ ଧନ୍ୟବାଦ 🙏

Post a Comment

0 Comments