କ୍ରାନ୍ତି ଖଡୁ ନ୍ୟୁଜ-କମଲପଦର ରେ ପ୍ରାଣୀ ଚିକିତ୍ସା ଶିବିର(ରିଙ୍କୁ ଦେବତା ଙ୍କ ରିପୋର୍ଟ)ଗାଇସିଲେଟ ବ୍ଳକ ଅନ୍ତର୍ଗତ ଚିଖିଲି ଗ୍ରାମପଞ୍ଚାୟତ ର କମଲପଦର ଗାଁ ରେ ଆଜି ଘେଁସ ବନାଞ୍ଚଳ ତରଫରୁ ଆମ ଜଙ୍ଗଲ ଯୋଜନା ପ୍ରକଳ୍ପ ମାଧ୍ୟମରେ ଓ ଭ୍ରାମ୍ୟମାଣ ଚିକିତ୍ସା ଗାଇସିଲେଟ ର ମିଲିତରେ ଏକ ପ୍ରାଣୀ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି। ଗୁଦେରପାଲି ବୈଷୟିକ ପଶୁ ଚିକିତ୍ସକ କାର୍ତ୍ତିକ ସାହୁ ଚିକିତ୍ସା କରିଥିଲେ। ଏଥିରେ ଆମ ଜଙ୍ଗଲ ଯୋଜନା ପ୍ରକଳ୍ପ ର ଦଳପତି ନବକିଶୋର ପଧାନ,ପ୍ରକଳ୍ପ ଉନ୍ନୟନ ଅଧିକାରୀ ଅମିତ ଭରାସାଗର,ତେଜରାଜ ସାହୁ ଙ୍କ ସମେତ ଗ୍ରାମ ବାସୀ ଉପସ୍ଥିତ ଥିଲେ। ସର୍ବମୋଟ ୮୯ ଟି ଗୋରୁ,ଛେଲି, ମେଣ୍ଢା ଙ୍କୁ ଚିକିତ୍ସା କରାଯାଇଥିଲା।
0 Comments