kranti khadu news
  • Home
  • Features
  • _Multi DropDown
  • __DropDown 1
  • __DropDown 2
  • __DropDown 3
  • _ShortCodes
  • _SiteMap
  • _Error Page
  • Documentation
  • _Web Doc
  • _Video Doc
  • Download This Template
Homeକ୍ରାନ୍ତି ଖଡୁ ନ୍ୟୁଜ-୨ କୋଟି ଟଙ୍କାର ଗ୍ରୀଡ଼ ସବ୍ ଷ୍ଟେସନ ଖତ ଖାଉଛିବରଗଡ଼: ପୁରୁଣା ମୁଖ୍ୟ ଚିକିତ୍ସାଳୟରେ ୨୪ ଘଣ୍ଟା ବିଦ୍ୟୁତ ସେବା ଯୋଗେଇ ଦେବା ପାଇଁ ସରକାର ୩୩/୦.୪ କେଭି ଗ୍ରୀଡ଼ ସବ୍ ଷ୍ଟେସନ ସ୍ଥାପନ କରିଛନ୍ତି କିନ୍ତୁ ତାହା କାର୍ଯ୍ୟକ୍ଷମ ନହୋଇ ମୃତ ହୋଇ ପଡିରହିଛି । ୭.୧୨.୨୦୧୩ ମସିହାରେ ଏହି ଗ୍ରୀଡ଼ କୁ ତତ୍କାଳୀନ ରାଜସ୍ୱ କମିଶନର ପ୍ରମୋଦ କୁମାର ମେହେର୍ଦ୍ଦା ଉଦ୍ଘାଟନ କରିଥିଲେ ଯାହାକି ୨ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଥିଲା । ଏଥିରେ ଦୁଇଟି ୫୦୦ କେଭି ର ଟ୍ରାନ୍ସଫରମର ଲାଗିଥିବା ବେଳେ ସିଧାସଳଖ ପଧାନପାଲି ଗ୍ରୀଡ଼ ସହ ଏହାକୁ ସଂଯୋଗ କରିବାକୁ ଯୋଜନା କରାଯାଇଥିଲା  କିନ୍ତୁ ଦୀର୍ଘ ୮ ବର୍ଷ ବିତିଯାଇଥିଲେ ବି ଏହି ଗ୍ରୀଡ଼ ଟି ସମ୍ପୂର୍ଣ୍ଣ ଖତ ଖାଉଛି । ଅନ୍ୟପଟେ ପୁରୁଣା ୧୦୦ କେଭି ଟ୍ରାନ୍ସଫର୍ମର ରେ ହସ୍ପିଟାଲ ଚାଲୁଛି ଯାହାକି ରୋଗୀ ଏବଂ ବରଗଡ଼ବାସୀ ଙ୍କ ପାଇଁ ଉପହାସ ପାଲଟିଛି । ଏହି ପ୍ରସଙ୍ଗରେ ଆମ୍ ଆଦମୀ ପାର୍ଟି ଏକ ଡିଜିଟାଲ ପ୍ରେସ ବାର୍ତ୍ତା ମାଧ୍ୟମରେ ବିଦ୍ୟୁତ ବିଭାଗ, ହସ୍ପିଟାଲ ପ୍ରଶାସନ , ଜିଲ୍ଳା ପ୍ରଶାସନ ଓ ଜନ ପ୍ରତିନିଧି ଙ୍କୁ ଆହ୍ୱାନ କରିଛି । ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଏପରି ଚରମ ଅବହେଳା କୁ ଆପ୍ ଜିଲ୍ଲା ଆବାହକ ଭବାନୀ ସାହୁ ନିନ୍ଦା କରିଛନ୍ତି । ଅନେକ ସମୟରେ ଡାକ୍ତରଖାନାରେ ବିଜୁଳି ରହୁନଥିବାରୁ ଟର୍ଚ୍ଚ ଲାଇଟ ମାଧ୍ୟମରେ ରୋଗୀ ଙ୍କୁ ଡାକ୍ତର ଚିକିତ୍ସା କରୁଥିବା ଖବର ଆସୁଛି କିନ୍ତୁ ଅନ୍ୟପଟେ ୨ କୋଟି ଟଙ୍କାର ଗ୍ରୀଡ଼ ସବ୍ ଷ୍ଟେସନ ୮ ବର୍ଷ ହେଲା ଖତ ଖାଉଛି କାହାର ନଜର ନାହିଁ ଯାହାକି ଦୁଃଖର ବିଷୟ ଅଟେ । ରାଜ୍ୟରେ ବିଜୁଳି ବିତରଣ ଟାଟା କମ୍ପାନୀ ହାତକୁ ଟେକି ଦେବା ପରେ ପରିସ୍ଥିତି ସୁଧୁରିବା ପରିବର୍ତେ କେବେଳ ବକେୟା ଅସୁଲି ଓ ୟୁନିଟ ପିଛା ଦର ବୃଦ୍ଧି ଉପରେ ଅଧିକ ଧ୍ୟାନ ଦେଉଥିବା ଆପ୍ ଅଭିଯୋଗ କରିଛି । ଏହାକୁ ୧୫ ଦିନ ମଧ୍ୟରେ କାର୍ଯ୍ୟକ୍ଷମ ନକଲେ ଆମ୍ ଆଦମୀ ପାର୍ଟି ଆନ୍ଦୋଳନ ପନ୍ଥା ଅବଲମ୍ବନ କରିବାକୁ ଚେତାବନୀ ଦେଇଛି ।

କ୍ରାନ୍ତି ଖଡୁ ନ୍ୟୁଜ-୨ କୋଟି ଟଙ୍କାର ଗ୍ରୀଡ଼ ସବ୍ ଷ୍ଟେସନ ଖତ ଖାଉଛିବରଗଡ଼: ପୁରୁଣା ମୁଖ୍ୟ ଚିକିତ୍ସାଳୟରେ ୨୪ ଘଣ୍ଟା ବିଦ୍ୟୁତ ସେବା ଯୋଗେଇ ଦେବା ପାଇଁ ସରକାର ୩୩/୦.୪ କେଭି ଗ୍ରୀଡ଼ ସବ୍ ଷ୍ଟେସନ ସ୍ଥାପନ କରିଛନ୍ତି କିନ୍ତୁ ତାହା କାର୍ଯ୍ୟକ୍ଷମ ନହୋଇ ମୃତ ହୋଇ ପଡିରହିଛି । ୭.୧୨.୨୦୧୩ ମସିହାରେ ଏହି ଗ୍ରୀଡ଼ କୁ ତତ୍କାଳୀନ ରାଜସ୍ୱ କମିଶନର ପ୍ରମୋଦ କୁମାର ମେହେର୍ଦ୍ଦା ଉଦ୍ଘାଟନ କରିଥିଲେ ଯାହାକି ୨ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଥିଲା । ଏଥିରେ ଦୁଇଟି ୫୦୦ କେଭି ର ଟ୍ରାନ୍ସଫରମର ଲାଗିଥିବା ବେଳେ ସିଧାସଳଖ ପଧାନପାଲି ଗ୍ରୀଡ଼ ସହ ଏହାକୁ ସଂଯୋଗ କରିବାକୁ ଯୋଜନା କରାଯାଇଥିଲା  କିନ୍ତୁ ଦୀର୍ଘ ୮ ବର୍ଷ ବିତିଯାଇଥିଲେ ବି ଏହି ଗ୍ରୀଡ଼ ଟି ସମ୍ପୂର୍ଣ୍ଣ ଖତ ଖାଉଛି । ଅନ୍ୟପଟେ ପୁରୁଣା ୧୦୦ କେଭି ଟ୍ରାନ୍ସଫର୍ମର ରେ ହସ୍ପିଟାଲ ଚାଲୁଛି ଯାହାକି ରୋଗୀ ଏବଂ ବରଗଡ଼ବାସୀ ଙ୍କ ପାଇଁ ଉପହାସ ପାଲଟିଛି । ଏହି ପ୍ରସଙ୍ଗରେ ଆମ୍ ଆଦମୀ ପାର୍ଟି ଏକ ଡିଜିଟାଲ ପ୍ରେସ ବାର୍ତ୍ତା ମାଧ୍ୟମରେ ବିଦ୍ୟୁତ ବିଭାଗ, ହସ୍ପିଟାଲ ପ୍ରଶାସନ , ଜିଲ୍ଳା ପ୍ରଶାସନ ଓ ଜନ ପ୍ରତିନିଧି ଙ୍କୁ ଆହ୍ୱାନ କରିଛି । ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଏପରି ଚରମ ଅବହେଳା କୁ ଆପ୍ ଜିଲ୍ଲା ଆବାହକ ଭବାନୀ ସାହୁ ନିନ୍ଦା କରିଛନ୍ତି । ଅନେକ ସମୟରେ ଡାକ୍ତରଖାନାରେ ବିଜୁଳି ରହୁନଥିବାରୁ ଟର୍ଚ୍ଚ ଲାଇଟ ମାଧ୍ୟମରେ ରୋଗୀ ଙ୍କୁ ଡାକ୍ତର ଚିକିତ୍ସା କରୁଥିବା ଖବର ଆସୁଛି କିନ୍ତୁ ଅନ୍ୟପଟେ ୨ କୋଟି ଟଙ୍କାର ଗ୍ରୀଡ଼ ସବ୍ ଷ୍ଟେସନ ୮ ବର୍ଷ ହେଲା ଖତ ଖାଉଛି କାହାର ନଜର ନାହିଁ ଯାହାକି ଦୁଃଖର ବିଷୟ ଅଟେ । ରାଜ୍ୟରେ ବିଜୁଳି ବିତରଣ ଟାଟା କମ୍ପାନୀ ହାତକୁ ଟେକି ଦେବା ପରେ ପରିସ୍ଥିତି ସୁଧୁରିବା ପରିବର୍ତେ କେବେଳ ବକେୟା ଅସୁଲି ଓ ୟୁନିଟ ପିଛା ଦର ବୃଦ୍ଧି ଉପରେ ଅଧିକ ଧ୍ୟାନ ଦେଉଥିବା ଆପ୍ ଅଭିଯୋଗ କରିଛି । ଏହାକୁ ୧୫ ଦିନ ମଧ୍ୟରେ କାର୍ଯ୍ୟକ୍ଷମ ନକଲେ ଆମ୍ ଆଦମୀ ପାର୍ଟି ଆନ୍ଦୋଳନ ପନ୍ଥା ଅବଲମ୍ବନ କରିବାକୁ ଚେତାବନୀ ଦେଇଛି ।

KRANTI KHADU NEWS September 03, 2021
  • Newer

  • Older

KRANTI KHADU NEWS

Posted by KRANTI KHADU NEWS

You may like these posts

Post a Comment

0 Comments

Social Plugin

Time

Gopinath

Gopinath

ବିଜ୍ଞାପନ

Labels

  • ଜିଲ୍ଲା

Subscribe Us

Most Popular

Facebook

Tags

  • ଜିଲ୍ଲା

Categories

Search This Blog

Powered by Blogger
  • October 20241
  • December 20211
  • November 20212
  • October 202111
  • September 202111
  • August 202140
  • July 202132
  • June 202117
  • March 20212
  • January 20213
  • December 20203
  • November 20202
  • October 202011
  • August 20205

Report Abuse

About Me

My photo
KRANTI KHADU NEWS
View my complete profile
kranti khadu news

Lorem Ipsum is simply dummy text of the printing and typesetting industry. Lorem Ipsum has been the industry's.

Footer Menu Widget

  • Home
  • About
  • Contact Us
Designed with by Way2T | Distributed by Gooyaabi

Contact form