Home
Features
_Multi DropDown
__DropDown 1
__DropDown 2
__DropDown 3
_ShortCodes
_SiteMap
_Error Page
Documentation
_Web Doc
_Video Doc
Download This Template
Showing posts from October, 2020
Show all
ଏହି ମହାସଙ୍ଘ ସହିତ ଜଡିତ ସମସ୍ତ ସାମାଜିକ ଭାଇମାନେ ଜାଣି ଖୁସି ହେବେ ଯେ ଆପଣ ସମସ୍ତେ, ଆମ ସମାଜର * *ଅଖୀଳ ଭାରତୀୟ ଖଡୁରା (ଖର୍ରା) ମହାସଙ୍ଘ* * ନାମରେ ଜାତୀୟ ସ୍ତରରେ ପଞ୍ଜିକୃତ ହୋଇଛି | ମହାସଙ୍ଘରେ ଅନ୍ୟମାନଙ୍କୁ ଜୋଡିବା ସହ ଆମ ସମାଜକୁ କିପରି ଆଗକୁ ନେବେ ମତାମତ ଦେବା ସହ ନିଜ ବାଓଡାଟା ଏବଂ ଗୋଟିଏ ପାସପୋର୍ଟ ଫଟୋ 9777077719 ୱାଟସପ ନମ୍ବରରେ ରେ ଦିଅନ୍ତୁ !
ଆମ ସମାଜର ଲଗୋ
🔥 *"क्रंति खड़ू"* एक नाम नहीं एक जन आंदोलन है। हम भारत के प्रथम स्वाधीनता संग्राम जो 1885 में हुआ था उससे पहले हम खडूरा/खर्रा समाज 1762 मे वही कांटे दार कंगन बनाकर नारी समाज को उपहार दिया था।जो कि नारी समाज पहन कर अपनी इज्जत अबब्रु बचाने के साथ अपनी सुरक्षा करती थी।ओर एक बात बता दूं कि छत्तीस गढ़ ओर झारखंड के बहुत सहर ओडिशा में जो पहले (उत्कल)हुआ करता था उस समय जुडा हुआ था।ओर आप झारखंड और छतीस गढ़ के सभी ओडिशा से अभी जाकर वहां जा बैठे हो।दुःख की बात वही है जो आप सभी सामाजिक बन्धु आज तक नहीं जान पारहे हो।"'खड़ू"" ओडिया भषा अभिधान के है जो कंगन कहलाता है।सभी सामाजिक बंधुओं आप सभी ध्यान दे हमारे समाज जो खर्रा/खडूरा/खोदरा/खरूरा नाम से जाने जाते है असल मे हम सभी "'*खडूरा*"' है।क्यों कि हम ""खड़ू"" बना के बेचने का कारोबार करने के कारण हमसे ""*रा*"'जातीय प्रत्यय जुड़ा हुआ है।जो "'*खडूरा*"'हुए हैं।मगर छत्तीशगढ़ ओर ओडिशा के पस्चिमी भागो में ओर अनेक प्रान्त में "'*ड*"'हर बक्त ""*र*"'उच्चारण होता है जैसे "'*गुड़*"'को हम "'*गुर*"' कहते हैं इस के कारण हम "'*खडूरा*"' के जगह "'*खरुरा*''" या ""*खर्रा*"' के नाम से जाने जाते हैं। ओर आप लोग जान ले वही"'* खड़ू""* *क्रांतिखड़ू* है।मगर दुःख की बात यह है जो कि आप को मालूम नहीं।ओर एक बात बता देना चाहता हूँ कि,वही ""*क्रंतिखड़ू*"'को कैसे हम सब मिल के दुनियाँ को दिखलाना है चिंतन करें।आप सभी तो जानते होंगे इतिहास में सभी स्वाधीनता संग्रामियों की नाम है।मगर खडूरा/खर्रा उस समय "'खड़ू"" बनाकर खुत को प्रशासन बिरोधी बनाकर फाशी ,सूली ओर गोली भी खाई है ।ओर बाकी सामाजिक खडूरा/खर्रा खुत को उनसे बचते हुए छुप छूप के गांव देहात में दिन बिताया है।इतना बड़ा ब काम करने के बबजुत भी हमारा समाज ""*खडूरा/खर्रा""* को *"'भारत इतिहास""* आज तक उस दर्जा नहीं दिया है जो एक स्वाधीनता परिबार या बंश को दिया जाता है। इस लिए हम एक प्रयास जारी किए हैं ।ओर दिल्ली से एक न्यूज पेपर के नाम से ""क्रंति खड़ू""* को दुनियां में दिखलाने के प्रयास कर रहे हैं।
ଆସନ୍ତୁ ନିଜ ଦୃଷ୍ଟି କୋଣ ପରିବର୍ତ୍ତନ କରନ୍ତୁ
🌹🌹🌹🙏🙏🌹🌹🌹 *परिवार और समाज* *दोनों ही बर्बाद होने लगते हैं* *जब समझदार मौन* *और* *नासमझ बोलने लगते हैं.....!!* 🌷🙏🙏 सुप्रभात 🙏🙏🌷 *जय क्रंति खड़ू* *जय क्रंति खड़ू सेना* 🌹🌹🌹🙏🙏🌹🌹🌹 *ପରିବାର ଏବଂ ସମାଜ* *ଉଭୟ ସଙ୍କଟରେ ଥାଏ* *ଯେତେବେଳେ ଜ୍ଞାନି ମଉନରହି* *ଅଜ୍ଞାନି ଉପଦେଶ ଦିଏ* 🌷🙏🙏ଆପଣଙ୍କ ମଙ୍ଗଳ ହେଉ🙏 *ଜୟ କ୍ରାନ୍ତି ଖଡୁ*
आजादी के 73 साल बीतने के पश्चात भी अभी हमने तनिक भी चेतना नहीं आई?? Translet- ଭାରତ ସ୍ୱାଧିନତା ର ୭୩ ବର୍ଷ ବିତିଯାଇଥିଲେ ସୁଧ୍ୟା ତଥା ଏହି ଦୁନିଆଁରେ ସମସ୍ତ ଜାତି(ସମ୍ରଦାୟ)ଉନ୍ନତିପଥରେ ଅଗ୍ରସର ହୋଇଥିଲେ ସୁଧ୍ଯା ଆମ ଜାତି(ଖଡୁରା/ଖର୍ରା)ଜାତି ଉନ୍ନତି ପଥରେ ପଛରେ ପଡିଛି କାହିଁକି ???????? *कुछ बंधु हम आप सभी को जागरूक व संगठित करने के गरज से जो ग्रुप बनाए हैं* କେତେକ ବନ୍ଧୁ ଆମ ସମସ୍ତଙ୍କୁ ଜାଗ୍ରୁତ କରିବା ପାଇଁ ତଥା ସଂଗଠିତ (ସମସ୍ତଙ୍କୁ ଗୋଟିଏ ଡୋରିରେ ବାନ୍ଧି ରଖିବାପାଇଁ ଗ୍ରୁପ ଗୋଟିଏ ଗୋଟିଏ ଖୋଲିଛନ୍ତି..... उन ग्रुपों में पारिवारिक, सामाजिक, आर्थिक और चर्चा परिचर्चा के बजाय हम फूल फुलवारी, गुड मॉर्निंग, गुड इवनिंग और भी तमाम अनर्गल फोटो भेजते रहते हैं जिनका कोई वह मतलब नहीं होता??ଏହି ଗ୍ରୁପ ଗୁଡିକରେ ଆମ ଜାତି ସମ୍ରଦାୟର ସାମାଜିକ ,ଆର୍ଥିକ,ପାରିବାରିକ ସମସ୍ଯା ଗୁଡିକର ସମାଧାନ ପାଇଁ ଚର୍ଚା କରିବା ବଦଲରେ ଆମେ ଫୁଲବାରି,ଗୁଟମର୍ଣିଙ୍ଗ,ଗୁଟନାଇଟ,ପରି ଅଜଥା ମୁଲ୍ଯହିନ ଫଟୋ ଗୁଡାକ ଗ୍ରୁପରେ ପୋଷ୍ଟ କରିଥାଉଁ ଯାହା ଗ୍ରୁପ ପାଇଁ ସମାଜପାଇଁ ଦରକା ନୁହେଁ हम कभी भी आपसी मेलजोल बढ़ाने हेतु कोई चर्चा-परिचर्चा नहीं करते?? कभी भी अपनी पीड़ा एक-दूसरे भाई से शेयर नहीं करते?? ଆମେମାନେ କେବେବି ନିଜ ସମସ୍ଯାର କଥା କହି ନଥାଉଁ, ଯଦି ଆମ ସମସ୍ଯା ର କଥା ନିଜ ବଂଧୁ ,ନିଜ ସମାଜ,ନିଜ ଜାତି ଆଗେ କହିବା ନାହିଁ ତେବେ ଆମ ଜାତିର ଯେଉଁ ସମସ୍ଯା ଗୁଡିକ ରହିଅଛି ତାହା ଅନ୍ଯ କେହି ସମାଧାନ କରିଆସିବ ନାହିଁ! ତେଣୁ ଆୱାଜ ଉଠାନ୍ତୁ ନିଜର ଭାବି *ना ही संगठित व जागरूक होना चाहते हैं* *कुछ लोग कसम खा ली है कि 73 वर्ष बीते तो क्या बीते! अभी कई सौ साल लग जाएंगे तो भी हम संगठित व जागरूक नहीं होंगे* *भले ही कोई हमें कितना भी संगठित व जागरूक करने का प्रयास करता रहे* जिन्हें बात कङवी लगी उनको ढेर सारा प्यार और जिन्हें अच्छा लगा उनको कुछ नहीं। धन्यवाद जय *जय माँ माहेश्वरी* *जय क्रंति खड़ू* *जय क्रंति खड़ू सेना* *जय क्रंति खड़ू यूबसक्ति* 💐🌹🕉👏👏
ଆସନ୍ତୂ ଜାଗ୍ରେତ କରିବା
*इंसान जीता है , पैसे कमाता है, खाना खाता है और अंत में मर जाता है. जीता इसलिए है ताकि कमा सके. कमाता इसलिए है ताकि खा सके और खाता इसलिए है ताकि जिंदा रह सके लेकिन फिर भी मर जाता है* *अगर सिर्फ मरने के डर से खाते हो तो अभी मर जाओ, मामला खत्म, मेहनत बच जाएगी. मरना तो सबको एक दिन है ही* *समाज के लिए जीयो, जिंदगी का एक उद्देश्य बनाओ. गुलामी की जंजीर मे जकड़े समाज को आजाद कराओ. अपना और अपने बच्चो का भरण पोषण तो एक जानवर भी कर लेता है मेरी नजर में इंसान वही है जो समाज की भी चिंता करे और समाज के लिए कार्य करे*
ଆମେ ଯେଉଁ ମା ଠାରୁ ଜନ୍ମ ନେଇଛେ.. ଜୋ ଭଉଣୀ ଠାରୁ ସ୍ନେହ ପାଇଛେ... ଜୋ ଭାଇ ଠାରୁ ଆଦର ପାଇଛେ... ଆଉ ଶେଷରେ ଆମ ଘରର ମେରୁଦଣ୍ଡ ଆମ ବାପାଙ୍କ ଠାରୁ ସଂସ୍କାର ପାଇଛେ...ସେହି ପରିବାର ପାଇଁ ଯେଉଁ ଜାତି ନାଁରେ ପରିଚିତ ହେଉଛେ ...ସେହି ଜାତି (ସମାଜ) ପ୍ରତି ଆମର କଣ କିଛି କର୍ତବ୍ୟ ନାହିଁ କି... ???ଆମେ କଣ ଆମ ପରିବାରକୁ ସୁରକ୍ଷା ଦେଇ ପାରିବାନି କି...??? ଏଠି ମୋର କହିବା କଥା ଆମ ଓଡିଶାରେ ତଥା ଛତିଶଗଡରେ ଥିବା ଖଡୁରା ସମାଜର ସମସ୍ତ ସାମାଜିକ ପରିବାରର ଜଣେ ଜଣେ ସଦଶ୍ୟ ଆମ ପରିବାର ଭଳି...ଆମେ ସତେ ହାତ ହାତ କାନ୍ଧ କୁ କାନ୍ଧ ମିଶାଇ ସମସ୍ତଙ୍କୁ ସୁବିଧା ଅସୁବିଧା ସମୟରେ ସହାର୍ଯ୍ୟର ହାତ ବଢ଼େଇବା... ସେଥିରେ ଆମ ସମସ୍ତଙ୍କର ମଙ୍ଗଳ ହେବ... ଜୟ ମାଁ ମାହେଶ୍ୱରୀ🙏ଜୟ କ୍ରାନ୍ତିଖଡୁ ଆମେ କିଏ... ??ଆମେ କୋଠୁ ଆସିଛେ...??ଆମ ପରିଚୟ କଣ??... କଣ ନେଇକି ଆସିଥିଲେ??... କଣ ନେଇକି ଯିବା...??ଆମେ ଜନ୍ମ ହେବାର ମାନେ କଣ..??.ଆମର କଣ କର୍ତ୍ତବ୍ୟ ଅଛି...??ଥରେ ବସି ଚିନ୍ତା କରିବା ଦରକାର... ତାହା ହେଲେ ଯାଇ ଆମ ଖଡୁରା ସମାଜ ଆଗକୁ ଉନ୍ନତି ପଥରେ ବଢିପାରିବ ! ଯଦି ମୋ ଲେଖାରେ କିଛି ତ୍ରୁଟି ଅଛି ତେବେ ମୋତେ ଆପଣଙ୍କ ଭାଇ ଭାବି କ୍ଷମା କରିଦେବେ🙏 ଆପଣ ଏହି ଲେଖାଟି ପଢି କିପରି ଲାଗିଲା ନିଶ୍ଚିତ ଭାବେ ମତାମତ ଦେବେ ବୋଲି ଆଶା ... ରାଷ୍ଟୀୟ ସଂଯୋଜକ / ଆବାହକ ସମ୍ପାଦକ "କ୍ରାନ୍ତିଖଡୁ" ସମ୍ବାଦ ପତ୍ର *ଗୋପୀନାଥ ସାହୁ* ମୋ :ନଂ 9777077719
* ଯିଏ ନିଜ ପାଇଁ ବଞ୍ଚନ୍ତି * * ତାଙ୍କର ଦିନେ “ମୃତ୍ୟୁ” ଅଛି * * କିନ୍ତୁ ଯିଏ "ଅନ୍ୟମାନଙ୍କ" ପାଇଁ ବଞ୍ଚନ୍ତି * * ସେ ସର୍ବଦା "ସ୍ମରଣୀୟ" ଅଟନ୍ତି। *
ଆସନ୍ତୁ ଅହଂ ଶବ୍ଦ ପରିତ୍ୟାଗ କରିବା ଆସନ୍ତୁ ମୁଁ /ମୋର ରୂପକ ଅହଂ ଶବ୍ବ କୁ ପରିତ୍ଯାଗ କରିବା ଏବଂ ସତ୍ଯ ରୂପି ପରମାତ୍ମା କୁ ଚିହ୍ମିବା ଚାଳନ୍ତୁ ଗୋଟିଏ ସତ୍ଯାସତ୍ଯ କଥାକୁ କାହାଣି ଆକାରରେ ଶୁଣିବା ! 19 ଓଟଙ୍କ କାହାଣୀ 🐪🐪🐪🐪🐪🐪🐪🐪🐪🐪🐪🐪🐪🐪🐪🐪🐪🐪🐪 ଏକ ଗ୍ରାମରେ ଜଣେ ବ୍ୟକ୍ତିଙ୍କ ପାଖରେ 19 ଓଟ ଥିଲେ । ଦିନେ ସେ ମୃତ୍ୟୁ ବରଣ କଲେ । ମୃତ୍ୟୁ ପରେ ତାଙ୍କର ଇଛାପତ୍ର ପଢ଼ାଗଲା , ଯେଉଁଥିରେ ଲେଖାଥିଲା:- "ମୋର ସମସ୍ତ ଓଟ ମଧ୍ୟରୁ ଅର୍ଦ୍ଧେକ ମୋର ପୁଅକୁ, ସମସ୍ତ ଓଟର ଏକ ଚତୁର୍ଥାଂଶ ଝିଅକୁ, ଆଉ ସମସ୍ତ ଓଟର ଏକ ପଞ୍ଚମ ଅଂଶ ମୋର ଚାକରକୁ ଦିଆଯିବ।" ସମସ୍ତ ଭଦ୍ରଲୋକ ଦ୍ଵନ୍ଦରେ ପଡିଲେ: ଏ ଭାଗବଣ୍ଟା କିପରି ସମ୍ଭବ ? 19 ଓଟଙ୍କୁ ଅଧା କରିବାକୁ ହେଲେ ଗୋଟିକୁ କାଟିବାକୁ ପଡିବ, ତେବେ ଗୋଟିଏ ଓଟ ମରିଯିଵ? ତେବେ ତାହା ପରେ ସମସ୍ତ ଓଟର ଏକ ଚତୁର୍ଥାଂଶ କିପରି ସମ୍ଭବ । ସମସ୍ତ ଵ୍ୟକ୍ତି ଦ୍ଵନ୍ଦରେ। ଏ ପରିସ୍ଥିତିରେ ପାଖ ଗ୍ରାମର ଜଣେ ବୁଦ୍ଧିମାନ ଲୋକଙ୍କୁ ଡାକରା ପଡିଲା। ସେ ବୁଦ୍ଧିମାନ ବ୍ୟକ୍ତି ନିଜ ଓଟରେ ବସି ସେହି ସ୍ଥାନରେ ପହଁଚିଲେ, ସମାସ୍ୟା ଶୁଣିଲେ, ନିଜର ବୁଦ୍ଧି ପ୍ରୟୋଗ କଲେ ଓ କହିଲେ " ଏହି 19 ଓଟଙ୍କ ସହ ମୋର ଓଟକୁ ମିଶାଇ ଭାଗ ବଣ୍ଟନ କରାଜାଉ। ଉପସ୍ଥିତ ସମସ୍ତ ବ୍ୟକ୍ତି ଭାବିଲେ ଏପରି ଇଛାପତ୍ର କରି ମରିଥିବା ବ୍ୟକ୍ତି ଜଣେ ପାଗଳତ ଥିଲେ, ପୁଣି ଏହି ବୁଦ୍ଧିମାନ ବୋଲାଉଥିବା ବ୍ୟକ୍ତି ମଧ୍ୟ ଜଣେ ପାଗଳ ଅଟନ୍ତି। ତେବେ ତାଙ୍କ କଥା ମାନି ପରୀକ୍ଷା କରାଯାଉ । 19+1=20 । 20 ର ଅଧା 10, ପୁଅକୁ ଦିଆଗଲା । 20 ର ଚତୁର୍ଥାଂଶ 5, ଝିଅକୁ ଦିଆଗଲା । 20 ର ଏକ ପଞ୍ଚମାଂସ 4, ଚାକରକୁ ଦିଆଗଲା । 10+5+4=19 ତଥାପି ଗୋଟିଏ ଓଟ ବଳି ପଡିଲା, ଯାହାକି ସେହି ବୁଦ୍ଧିମାନ ବ୍ୟକ୍ତିଙ୍କର ହିଁ ଥିଲା ... । ସେ ତାଙ୍କ ଓଟକୁ ନେଇ ନିଜ ଗ୍ରାମକୁ ଫେରିଗଲେ। ଏହିପରି 1 ଓଟ ମିସାଇବାରୁ, ବାକି 19 ଓଟଙ୍କ ଭାଗବଣ୍ଟା ସୁଖ, ଶାନ୍ତି, ସନ୍ତୋଷ ଓ ଆନନ୍ଦର ସହ ହୋଇପାରିଲା । ଏହିପରି ଆମ ସମସ୍ତଙ୍କର ଜୀବନ ମଧ୍ୟ 19 ଓଟଙ୍କ ପରି। 5 ଜ୍ଞାନେନ୍ଦ୍ରୀୟ (ଚକ୍ଷୁ, ନାସା, ଜିହ୍ଵା, କର୍ଣ, ତ୍ୱଚା) 5 କର୍ମେନ୍ଦ୍ରିୟ (ହସ୍ତ, ପଦ, ଜିଭ, ମୂତ୍ରଦ୍ୱାର, ମଳଦ୍ୱାର) 5 ପ୍ରାଣ (ପାନ, ଅପାନ, ସମାନ, ବ୍ୟାନ, ଉଦାନ) ଏବଂ 4 ଅନ୍ତ କାରଣ (ମନ, ବୁଦ୍ଧି, ଚିତ୍ତ, ଅହଂକାର) ମୋଟ 19 ଓଟଙ୍କ ପରି । ସାରା ଜୀବନ ଆମେମାନେ ଏହି 19 ଓଟଙ୍କ ଭାଗ ବଣ୍ଟନ ସମାଧାନ ପାଇଁ ବ୍ୟସ୍ତ ରହି ଯାଉଛେ । ଏବଂ ଯେପର୍ଯ୍ୟନ୍ତ ଏଥିରେ ଆତ୍ମା ରୂପୀ ତଥା ଓଟକୁ ମିଶା ନଯାଇଛି, ଅର୍ଥାତ ଯେପର୍ଯ୍ୟନ୍ତ ଆମେ ଆଧ୍ୟାତ୍ମିକ ଜୀବନରୁ ଦୁରରେ ରହୁଛେ, ସେପର୍ଯ୍ୟନ୍ତ ସୁଖ, ଶାନ୍ତି, ସନ୍ତୋଷ ଓ ଆନନ୍ଦର ପ୍ରାପ୍ତି ହେବନାହିଁ । 🙏🏽 *ॐ* 🙏🏽 ଓଁ ଜୟ ମାଁ ମାହେଶ୍ୱରୀ ନମୋଃ
Load More
That is All
Social Plugin
Time
Gopinath
ବିଜ୍ଞାପନ
Labels
ଜିଲ୍ଲା
Subscribe Us
Most Popular
Facebook
Tags
ଜିଲ୍ଲା
Categories
Search This Blog
Powered by Blogger
October 2024
1
December 2021
1
November 2021
2
October 2021
11
September 2021
11
August 2021
40
July 2021
32
June 2021
17
March 2021
2
January 2021
3
December 2020
3
November 2020
2
October 2020
11
August 2020
5
Report Abuse
About Me
KRANTI KHADU NEWS
View my complete profile
Social Plugin