Home
Features
_Multi DropDown
__DropDown 1
__DropDown 2
__DropDown 3
_ShortCodes
_SiteMap
_Error Page
Documentation
_Web Doc
_Video Doc
Download This Template
Home
* ଯିଏ ନିଜ ପାଇଁ ବଞ୍ଚନ୍ତି * * ତାଙ୍କର ଦିନେ “ମୃତ୍ୟୁ” ଅଛି * * କିନ୍ତୁ ଯିଏ "ଅନ୍ୟମାନଙ୍କ" ପାଇଁ ବଞ୍ଚନ୍ତି * * ସେ ସର୍ବଦା "ସ୍ମରଣୀୟ" ଅଟନ୍ତି। *
* ଯିଏ ନିଜ ପାଇଁ ବଞ୍ଚନ୍ତି * * ତାଙ୍କର ଦିନେ “ମୃତ୍ୟୁ” ଅଛି * * କିନ୍ତୁ ଯିଏ "ଅନ୍ୟମାନଙ୍କ" ପାଇଁ ବଞ୍ଚନ୍ତି * * ସେ ସର୍ବଦା "ସ୍ମରଣୀୟ" ଅଟନ୍ତି। *
KRANTI KHADU NEWS
October 08, 2020
Post a Comment
0 Comments
Social Plugin
Time
Gopinath
ବିଜ୍ଞାପନ
Labels
ଜିଲ୍ଲା
Subscribe Us
Most Popular
Facebook
Tags
ଜିଲ୍ଲା
Categories
Search This Blog
Powered by Blogger
October 2024
1
December 2021
1
November 2021
2
October 2021
11
September 2021
11
August 2021
40
July 2021
32
June 2021
17
March 2021
2
January 2021
3
December 2020
3
November 2020
2
October 2020
11
August 2020
5
Report Abuse
କ୍ରାନ୍ତି ଖଡୁ ନ୍ୟୁଜ-ASI ଦୀପ୍ତିମୟୀ ମିଶ୍ରଙ୍କୁ ଶୁଭେଚ୍ଛା ର ସୁଅ(ରିଙ୍କୁ ଦେବତା ଙ୍କ ରିପୋର୍ଟ)ଗାଇସିଲାଟ ବ୍ଳକ ଅନ୍ତର୍ଗତ ଗୁଦେରପାଲି ଗାଁ ର ଦେବତା ପରିବାର ବହୂ ତଥା ଡକ୍ତର ନିର୍ମଲ କୁମାର ଦେବତାଙ୍କ ପତ୍ନୀ ଶ୍ରୀମତୀ ଦିପ୍ତିମୟୀ ମିଶ୍ର ବିଗତ ଦୁଇ ବର୍ଷ ହେଲା ବରଗଡ଼ ଟାଉନ ଥାନା ରେ ଏଏସଆଇ ପଦବୀ ରେ କାର୍ଯ୍ୟରତ ଅଛନ୍ତି। ଆଜି ରାଉରକେଲା ସ୍ଥିତ ସିବିକ ସେଣ୍ଟର ଠାରେ ତାଙ୍କୁ କାର୍ଯ୍ୟରେ ତତ୍ପରତା,ସମୟାନୁ ବର୍ତ୍ତିତା ଓ କୋଭିଡ ଯୋଦ୍ଧା ପାଇଁ ପୋଲିସ ଫରମେସନ ଡେ କାର୍ଯ୍ୟକ୍ରମ ରେ ପୋଲିସ ମହାନିର୍ଦ୍ଦେଶକ ଅଭୟ ପ୍ରମାଣପତ୍ର ସହ ମେଡାଲ ଡିଜିପି ଡିକ୍ସ ଦେଇ ପୁରସ୍କୃତ କରିଛନ୍ତି। ଏହି ଖୁସି ଖବର ଯାଣିବା ପରେ ଗୁଦେରପାଲି ଦେବତା ପରିବାର ତରଫରୁ ଅଧ୍ୟାପକ ଧନପତି ଦେବତା, ଡକ୍ଟର ଅର୍ଜୁନ ଦେବତା, ସମାଜସେବୀ କିଶୋର ଚନ୍ଦ୍ର ଦେବତା, ଶିକ୍ଷାବିତ ବିଶ୍ବେଶ୍ବର ଦେବତା ,ଏଡଭୋକେଟ ଅଶ୍ୱିନୀ ଦେବତା ଙ୍କ ସହ ଗୁଦେରପାଲି ଅଞ୍ଚଳ ବାସୀ ଶୁଭେଚ୍ଛା ଜଣାଇଛନ୍ତି।
August 29, 2021
kranti khadu news-ସ୍ମାର୍ଟ ହେବାକୁ ସଜ ହେଉଛି ବିଦ୍ୟାଳୟ(ରିଙ୍କୁ ଦେବତା ଙ୍କ ରିପୋର୍ଟ)ଶିକ୍ଷାନୁଷ୍ଠାନ ମାନଙ୍କ ରେ ଉନ୍ନତ ଶିକ୍ଷା ଓ ଛାତ୍ର ଛାତ୍ରୀ ଙ୍କୁ ଆକୃଷ୍ଟ କରିବା ପାଇଁ ସରକାର ସ୍କୁଲ ରୂପାନ୍ତର କାର୍ଯ୍ୟକୁ ଏବେ ଫୋକସ ରେ ରଖିଛନ୍ତି। ଏଥିପାଇଁ ସ୍ମାର୍ଟ କ୍ଳାସ ସହିତ ସ୍ମାର୍ଟ ହେବ ସ୍କୁଲ ଏବଂ ସ୍ମାର୍ଟ ହେବେ ଛାତ୍ର ଛାତ୍ରୀ।ସେହି ଲକ୍ଷ ରେ ଏବେ ଗାଇସିଲେଟ ବ୍ଲକର ଅନ୍ତର୍ଗତ ଗୁଦେରପାଲି ବାପୁଜୀ ଉଚ୍ଚ ବିଦ୍ୟାଳୟ ସ୍ମାର୍ଟ ହେବା ପାଇଁ ସଜ ହେଉଛି। ଏଥିରେ ଦୁଇଟି ସ୍ମାର୍ଟ କ୍ଳାସ, ଗୋଟିଏ ବିଜ୍ଞାନ ପରୀକ୍ଷାଗାର ଏବଂ ଗୋଟିଏ ଇ-ଲାବ୍ରୋଟାରୀ ଗୃହ ନିର୍ମାଣ ହେଉଛି।ଆଉ ଅଳ୍ପ ଦିନ ଭିତରେ ସମସ୍ତ କାର୍ଯ୍ୟ ସଂପୂର୍ଣ୍ଣ ହେବ ବୋଲି ସ୍କୁଲ ପରିଚାଳନା କମିଟି ପକ୍ଷରୁ ସୂଚନା ମିଳିଛି। ଏହି ପରିପ୍ରେକ୍ଷୀରେ ସ୍କୁଲ ପରିସରରେ ଥିବା ଗାନ୍ଧୀ ଉଦ୍ୟାନ ଛାତ୍ର ଛାତ୍ରୀ ଙ୍କ ସହ ଅଭିଭାବକ ଙ୍କ ମନମୋହୁଛି। ଶନିବାର ସମାଜ ସେବୀ କିଶୋର ଚନ୍ଦ୍ର ଦେବତା ବିଦ୍ୟାଳୟ ପରିସରରେ ଚାଲୁଥିବା ସମସ୍ତ କାର୍ଯ୍ୟ କୁ ପରିଦର୍ଶନ କରିଥିଲେ।
August 28, 2021
କ୍ରାନ୍ତି ଖଡୁ ନ୍ୟୁଜ-ଗରିବ ଛାତ୍ରଛାତ୍ରୀ ମାନଙ୍କୁ ମୋବାଇଲ ବଣ୍ଟନ ମାଲକାନଗିରି-ପଡିଆ(ଏନ୍ ରବିଙ୍କ ରିପୋର୍ଟ) ସମ୍ପ୍ରତି କରୋନା ମହାମାରୀ ପ୍ରକୋପ ଦିନକୁ ଦିନ ବଢ଼ିବାରେ ଲାଗିଥିବା ବେଳେ ଏହାକୁ ଆଖି ଆଗରେ ରଖି ସରକାର ଚଳିତ ବର୍ଷ କେବଳ ଦଶମ ଓ ଯୁକ୍ତ ୨ ର ଛାତ୍ରଛାତ୍ରୀ ମାନଙ୍କ ପାଇଁ ବିଦ୍ୟାଳୟ କୁ ଯାଇ ଅଧ୍ୟୟନ କରିବା ସୁବିଧା ଯୋଗାଇ ଦେଇଛନ୍ତି କିନ୍ତୁ ଅନ୍ୟ କ୍ଲlସ ଗୁଡ଼ିକ ଅନଲାଇନ ମାଧ୍ୟମରେ ପଢ଼ାଯିବ ବୋଲି ସରକାର ନିୟମ କରିଛନ୍ତି ହେଲେ ମାଲକାନଗିରି ଜିଲ୍ଲାର ଅନେକ ଗରିବ ପରିବାରରେ ଆର୍ଥିକ ଅଭାବ ଯୋଗୁ ସେମାନେ ନିଜ ପୁଅ ଝିଅ ପାଇଁ ଗୋଟିଏ ସ୍ମାର୍ଟ ଫୋନ କିଣି ପାରୁନାହାନ୍ତି ଯାହା ଫଳରେ ସେମାନଙ୍କ ପିଲାମାନେ ଅନଲାଇନ କ୍ଲlସ ରୁ ବଞ୍ଚିତହେବା ସହ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଥିବାରୁ ଦେଖିବାକୁ ମିଳିଛି lପିଲାମାନଙ୍କ ଏହି ସମସ୍ୟା କୁ ଦୁର କରିବା ପାଇଁ କିଛି ଗରିବ ପରିବାରର ଛାତ୍ରଛାତ୍ରୀଙ୍କୁ ରିଚିଙ୍ଗ ହ୍ୟାଣ୍ଡ ସୋସାଇଟି ତରଫରୁ ମୋବଇଲ ବଣ୍ଟନ କରାଯାଇଛି l ପ୍ରଥମ ପଯ୍ୟାୟରେ ୬୦ ଜଣ ଛାତ୍ରଛାତ୍ରୀ ମାନଙ୍କୁ ସ୍ମାର୍ଟ ଫୋନ ଯୋଗାଇ ଦିଆଯାଇଥିବା ବେଳେ ଦିତୀୟ ପର୍ଯ୍ୟାୟରେ ଆଜି ଆଉ ୬୦ଟି ସ୍ମାର୍ଟ ଫୋନ ଯୋଗାଇ ଦିଆ ଯାଇଛି l ଆଜି ଏହି କାଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମାଲକାନଗିରି ଆଦର୍ଶ ଥାନା ଅଧିକାରୀ ରାମ ପ୍ରସାଦ ନାଗ ଯୋଗ ଦେଇ ପିଲାମାନଙ୍କୁ ସ୍ମାର୍ଟ ଫୋନ ବଣ୍ଟନ କରିଥିଲେ l ରିଚିଙ୍ଗ ହ୍ୟାଣ୍ଡ ସୋସାଇଟିର ଦ୍ୱାରା ଗରିବ ଛାତ୍ରଛାତ୍ରୀ ମାନଙ୍କୁ ଏପରି ସ୍ମାର୍ଟ ଫୋନ ପ୍ରଦାନ କରିବା ଯୋଗୁଁ ସେମାନେ ଅନଲାଇନ ମାଧ୍ୟମରେ ଶିକ୍ଷା ଗ୍ରହଣ କରିବା ସହ ସେମାନଙ୍କ ଉଜ୍ଜଳ ଭବିଷ୍ୟତ ଗଢିପାରିବେ l
August 30, 2021
About Me
KRANTI KHADU NEWS
View my complete profile
Contact form
0 Comments