କ୍ରାନ୍ତିଖଡୁ ନ୍ୟୁଜ :-ଗାଇସିଲାଟ ସିଏଚସିରୁ ଛାତରୁ ଖଣ୍ଡେ ଖସି ଜଣେ କର୍ମଚାରି ଆହତ (ରିଙ୍କୁଦେବତା ଙ୍କ ରିପୋର୍ଟ)ବରଗଡ ଜିଲ୍ଲା ଅନ୍ତର୍ଗତ ଗାଇସିଲାଟ ସିଏଚସି ଓପିଡିର ଛାତରୁ କିଛି ଖସି ଜଣେ କର୍ମଚାରି ଅାହତ ହୋଇଛନ୍ତି। ଘଟଣାରୁ ପ୍ରକାଶ ଯେ ତା୨.୬.ରାତିରେ ଚିକିତ୍ସାଳୟର ରାତ୍ର ଜଗୁଆଲି ଶୋଇଥରଲେ । ହଠାତ ଛାତ ଭୂଷୁଡି ଏକ ଅଂଶ ତାଙ୍କ ଦେହରେ ପଡିଥିଲା ଓ ସେ ଅାହତ ହୋଇଥିଲେ। ଏ ସଂପର୍କରେ ବିଭାଗିୟ କର୍ମଚାରି ଅବଗତ ହେବାପରେ ତାଲପାଲି ସିଏଚସିର ଭାରପ୍ରାପ୍ତ ଚିକିତ୍ସା ଅଧିକାରି ଯଶୋବନ୍ତ ମେହେର ଘଟଣାର ଅନୁସନ୍ଧାନ କରିଥିଲେ.। ଗାଇସିଲାଟ ଗୋଷ୍ଠି ଉନ୍ନୟନ ଅଧିକାରି ନିରଂଜନ କୁମାର ସା. ଉପଖଣ୍ଡ ତଥା ଜିଲ୍ଲା ଚିକିତ୍ସା ଅଧିକାରିଙ୍କୁ ଅଗବତ କରାଛନ୍ତି. ତାଲପାଲି ସିଏଚସିର ଚିଠି ନଂ ୭୨୯/ତା ୩.୬.୨୧ ରେ ସିଡିଏମଓ ବରଗଡଙ୍କୁ ପତ୍ର ପ୍ରେରଣ କରା ଯାଇଛି।

Post a Comment

0 Comments