kranti khadu new-sସ୍ୱାଧୀନତା ଦିବସ ଅବସରରେ ବୃକ୍ଷ ରୋପଣ କାର୍ଯ୍ୟ କ୍ରମବରଗଡ ଜିଲ୍ଲା ଗାଇସିଲେଟ ବ୍ଲକ ତାଲପାଲି ଗ୍ରାମ ପଞ୍ଚାୟତ ଅଧିନରେ ଥିବା ତେଲିପୁଖାପାଣି ମହିଳା ବିଦ୍ୟାଳୟ ।ଠାରେ ସ୍ବାଧୀନତା ଦିବସ ଅବସରରେ ବନମହୋତ୍ସବ ପାଳିତ ହୋଇଯାଇଛି। ଏଥିରେ ସଭାପତି ସୁରତ ଗଡତିଆ ଙ୍କ ସହ ସୀତାରାମ ଭୋଇ ,ପଞ୍ଚାନନ ସାହୁ,ଅଶୋକ ମାଝୀ । ତେଲିପୁଖାପାଣି ଯୁଵ ମଞ୍ଚ ସଭାପତି ଅକ୍ଷୟ ସାହୁ , ଅଭିଜିତ ନାଏକ, ଧର୍ମେନ୍ଦ୍ର ସାହୁ ଯୋଗ ଦେଇ ଏଥିରେ ବିଭିନ୍ନ ପ୍ରକାର ୩୦ଟି ବୃକ୍ଷ ରୋପଣ କରିଥିଲେ । କରୋନାକୁ ଆଖି ଆଗରେ ରଖି

Post a Comment

0 Comments