kranti khadu news-ଗୁଦେରପାଲିରେ ଅଗ୍ରପୂଜ୍ୟ ଙ୍କ ପୂଜାର୍ଚ୍ଚନା(ରିଙ୍କୁ ଦେବତା ଙ୍କ ରିପୋର୍ଟ)ଗାଇସିଲାଟ ବ୍ଲକ ଅନ୍ତର୍ଗତ ଗୁଦେରପାଲି ଗାଁ ରେ କୋଭିଡ କଟକଣା କୁ ଦୃଷ୍ଟିରେ ରଖି ଯୁକ୍ତ ଦୁଇ କଳା ମହାବିଦ୍ୟାଳୟ ରେ ଅଳ୍ପ ଛାତ୍ର ଛାତ୍ରୀ ଙ୍କୁ ନେଇ ଅଗ୍ରପୂଜ୍ୟ ଗଣେଶ ଙ୍କ ପୂଜାର୍ଚ୍ଚନା ହୋଇଥିବା ବେଳେ, ବାପୁଜୀ ଉଚ୍ଚ ବିଦ୍ୟାଳୟ ରେ ଛାତ୍ର ଛାତ୍ରୀ ଙ୍କ ଅନୁପସ୍ଥିତିରେ କେବଳ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ପ୍ରଭୁ ଗଣେଶ ଙ୍କ ଫଟୋ କୁ ପୂଜା କରିଥିଲେ। ଗାଁ ର ଯୁଵ ଗୋଷ୍ଠୀ ମାନେ ନିରାଡମ୍ବର ଭାବେ ୪ଟି ପେଣ୍ଡାଲ ରେ ଗଣେଶ ଙ୍କ ପୂଜାର୍ଚ୍ଚନା କରିଥିଲେ। ପଣ୍ଡିତ ତରଣୀ ସେନ ଦେବତା, ରିଙ୍କୁ ଦେବତା ଓ ନିରଞ୍ଜନ ମିଶ୍ର ପୂଜା କରିଥିଲେ।

Post a Comment

0 Comments