ନୃତ୍ୟ ପରିବେଷଣ କରି ପ୍ରଶଂସା ସାଉଁଟି ଛନ୍ତି ୫ବର୍ଷର ଝିଅ(ରିଙ୍କୁ ଦେବତା ଙ୍କ ରିପୋର୍ଟ)ଗୁଦେରପାଲି- ମେଲଛାମୁଣ୍ଡା ଥାନା ଅନ୍ତର୍ଗତ ଝୁନୁଙ୍ଗାପାଲି ଗାଁ ରେ ଚାରି ଦିନ ଧରି ଚାଲିଥିବା ଶ୍ରୀରାମ ମନ୍ଦିର ପ୍ରତିଷ୍ଠା ଉତ୍ସବ ଉପଲକ୍ଷେ ରାମଲୀଳା କାର୍ଯକ୍ରମ ଚାଲିଛି।ଗତ କାଲି ସଂଧ୍ୟା ରେ ରାବଣ ଦରବାର ଆକର୍ଷଣ ଥିଲେ ଗୁଦେରପାଲି ଗାଁ ର ୫ବର୍ଷ ର ଝିଅ ଖୁସବୁ ପ୍ରଧାନ।"ଦେଶ୍ ରଙ୍ଗିଲା ରଙ୍ଗିଲା kranti kranti khadu news"ଦେଶାତ୍ମବୋଧକ ଗୀତ ରେ ନୃତ୍ୟ ପରିବେଷଣ କରି ଦର୍ଶକ ମାନଙ୍କ ପାଖରୁ ବେଶ ପ୍ରଶଂସା ସାଉଁଟି ଥିଲେ। । ଏଥିରେ ଖୁସି ହୋଇ ଶିଶୁ କନ୍ୟା ଖୁସବୁ କୁ ରାବଣ ମହାରାଜ ମଧ୍ୟ ପୁରସ୍କୃତ କରି ନିଜ କୋଳ ରେ ବସାଇଥିଲେ। ଦର୍ଶକ ମାନେ ମଧ୍ୟ ଆର୍ଥିକ ରାଶି ପୁରସ୍କୃତ କରିଥିଲେ।

Post a Comment

0 Comments