କ୍ରାନ୍ତିଖଡୁ ନ୍ୟୁଜ :-ପଶ୍ଚିମ ଓଡିଶା ର ଦକ ଦକ କରୁଥିବାର ଗୁଟେ କଳା ଜଗତ ର ହୀରା ଅଟଳ ବିହାରୀ ପଣ୍ଡା ଆଉ ନାଇଁ ନ ।ହେଲେ ତାଙ୍କର ଉଜନ ଦାର ଅଭିନୟ ଲାଗି ସବୁ ଦିନେ ଆମର ପାଖେ ବଂଚି କରି ରହେବେ ।ତାଙ୍କର ଅମର ଆତ୍ମା ଶାନ୍ତି ଲାଗି ମା ସମଳେଇ ଠାନେ କ୍ରାନ୍ତିଖଡୁ ସମ୍ବାଦ ପତ୍ର ତରଫରୁ ବିନତି କରବାର ସାଙ୍ଗେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛୁଁ !!
0 Comments