କ୍ରାନ୍ତିଖଡୁ ନ୍ୟୁଜ -ସେବା ହିଁ ସଂଗଠନ ଦ୍ବାରା ଯୋରଦାର୍ ସଚେତନା ପଦ୍ମପୁର - ୬|୬ବର୍ତ୍ତମାନ ସାରା ଭାରତ ରେ କରୋନା ମହାମାରୀ ତାର କାୟା ବିସ୍ତାର କରିଥିବା ବେଳେ ଲୋକଙ୍କୁ ଜାଗୃତ ତଥା ସଚେତନ କାର୍ଯ୍ୟକ୍ରମ ସେବା ହିଁ ସଂଗଠନ ଜରିଆ ରେ ପ୍ରତୈକ ଦିନ ବିଭିନ୍ନ ଗ୍ରାମକୁ ଯାଇ ସଚେତନ କରି ଆସୁଛି ସେବା ହିଁ ସଂଗଠନ | ଆଜି ବରଗଡ ଜିଲ୍ଲା କୃଷକ ମୋର୍ଚା ତରଫର ରୁ ଗାଇସିଲଟ ବ୍ଲକ ର ରାଇସଲପଦର ପଞ୍ଚାୟତ ଭୁତିବାହାଲ ଗ୍ରାମ ରେ ସାବୁନ ଓ ମାକ୍ସ ବଣ୍ଟନ କରା ଯାଇଥିଲା ଏଥିରେ କୃଷକ ମୋର୍ଚ୍ଚା ସଭାପତି ଶ୍ରୀକାନ୍ତ ମିଶ୍ର , ବରିଷ୍ଠ ନେତା ଲଖମଣ ଯୁଆଡି , ରାଇସଲପଦର ପଂଚାୟତ ପ୍ରମୁଖ ମଙ୍ଗଳୁ ସାହୁ , ଯୁବ ନେତା କୈଳାଶ ଷIଣ୍ଢ , କୃଷକ ମୋର୍ଚ୍ଚା ମିଡ଼ିଆ ସେଲ କୋଡିନେଟର ନୀଳାଞ୍ଚଳ ଦରୁଆନ ସୁଦାମ ସାହୁ, ରାମ ସାହୁ ପ୍ରମୁଖ ଉପସ୍ଥିତ ରହି ସଚେତନ କରିବା ସହ ମାକ୍ସ ବଣ୍ଟନ ଏବଂ ସାବୁନ ବଣ୍ଟନ ରେ ସହଯୋଗ କରିଥିଲେ
0 Comments