क्रांति खडू न्यूज-ଭାଇ ଭଉଣୀଙ୍କ ଅତୁଟ ବନ୍ଧନ(ରିଙ୍କୁ ଦେବତା ଙ୍କ ରିପୋର୍ଟ) ରବିବାର ସ୍ନେହ ଓ ସଦଭାବନା ର ପର୍ବ ରକ୍ଷାବନ୍ଧନ ଉତ୍ସବ ପୁର ପଲ୍ଲୀରେ ପାଲିତ ହୋଇଯାଇଛି।ଭାଇ ହାତରେ ଭଉଣୀ ମାନେ ସ୍ନେହ ର ସୂତ୍ର ବାନ୍ଧିଛନ୍ତି।ଏହା ଭାଇ ଭଉଣୀ ଙ୍କ ଅତୁଟ ବନ୍ଧନ ଅଟେ। ଦୂର ଦୂରଦୂରାନ୍ତରେ ଥିବା ଭାଇଙ୍କ ପାଇଁ ଭଉଣୀ ମାନେ ରାକ୍ଷୀ ପଠାଇଛନ୍ତି। ଏପରି କି ଅନେକ ଭଉଣୀ ନିଜ ଭାଇ ହାତରେ ରାକ୍ଷୀ ବାନ୍ଧିବାକୁ ଘରକୁ ଯାଇଛନ୍ତି।ଏହି ଦିନ ଭଉଣୀ ଟିଏ ଭାଇର ହାତରେ ସ୍ନେହ ର ଡୋରୀ ଟିଏ ବାନ୍ଧି ଦେଇଥାଏ।ଏଭଲି ସ୍ଥଲେ ଭାଇ ତାର ଭଉଣୀ କୁ ସଦା ସୁରକ୍ଷିତ ରଖିବା କୁ ଶ୍ରେଷ୍ଠ କର୍ମ ଭାବେ ବିବେଚିତ କରିଥାଏ।ଏହି ପର୍ବ ପଦ୍ମପୁର ଉପଖଣ୍ଡର ଗୁଦେରପାଲି ଅଞ୍ଚଳରେ ବେସ ଉତ୍ସବ ମୁଖର ହୋଇଉଠିଛି।

Post a Comment

0 Comments