kranti khadu newsବନରକ୍ଷୀଙ୍କ ନୂତନ ବାସଗୃହ ପ୍ରତିଷ୍ଠା(ରିଙ୍କୁ ଦେବତା ଙ୍କ ରିପୋର୍ଟ)ବରଗଡ ଜିଲା ଭଟଲି ବନାଞ୍ଚଳ ଅନ୍ତର୍ଗତ ଅମ୍ବାଭନା ବ୍ଳକ ର ସମରଧରା ସେକ୍ସନ ଗଙ୍ଗେଇ ଗ୍ରାମ ରେ ବନପାଲ ଲବ ସାହୁ ଙ୍କ ତତ୍ତ୍ଵାବଧାନରେ ଆଜି ବନରକ୍ଷୀ ଙ୍କ ନୂତନ ବାସଗୃହ ପ୍ରତିଷ୍ଠା ହୋଇଯାଇଛି। ଏଥିରେ ଗାଁ ଗୌନ୍ତିଆ ଘନଶ୍ୟାମ ଦୁଆନ କର୍ତ୍ତା ଦାୟିତ୍ଵ ନିର୍ବାହ କରିଥିଲେ। ପଣ୍ଡିତ ସତ୍ୟ ନାରାୟଣ ଦାଶ ପୂଜାର୍ଚ୍ଚନା କରିଥିବା ବେଳେ ବନରକ୍ଷୀ ବସନ୍ତ ବାଗ,ଶୁପ୍ରୀୟା ଭୋଇ, ହୀରାକୁଦ ବନ୍ୟପ୍ରାଣୀ ବନଖଣ୍ଡ ର କର୍ମଚାରୀ ଓ ସ୍କୋଆଡ କର୍ମଚାରୀ ମାନେ ଉପସ୍ଥିତ ଥିଲେ।
0 Comments