କ୍ରାନ୍ତି ଖଡୁ ନ୍ୟୁଜ-ତାଲପାଲି ଗ୍ରା.ପର ନିର୍ବାହି ଅଧିକାରି ଗୃହ ଓ ପାଠାଗାର ଉନ୍ମୋଚନ (ରିଙ୍କୁ ଦେବତା ଙ୍କ ରିପୋର୍ଟ) ବରଗଡ ଜିଲ୍ଲା ଗାଇସିଲାଟ ବ୍ଲକର ତାଲପାଲି ଗ୍ରା.ପ ପରିସର ରେ ନବ ନିର୍ମିତ ନିର୍ବାହି ଅଧିକାରି କୋଠା ଓ ପାଠାଗାର ଗାଇସିଲାଟ ବିଡିଓ ନିରଂଜନ ସାଙ୍କ କରକମଳରେ ଉଦ୍ଘାଟିତ ହୋଇଯାଇଛି। ଏହି ଅବସର ରେ ତାଲପାଲି ସରପଂଚ ସୁଶାନ୍ତ କୁମାର ସାହୁ, ସମିତି ସଭ୍ୟ ମାନଭଂଜନ ସାହୁ, ଅଧିକାରି ପାଣ୍ଡବ ନନ୍ଦ. କନିଷ୍ଠ ଯନ୍ତ୍ରୀ ଦିଲ୍ଲିପ କୁମାର ମୁନୀ. ଜେଇ ସୁଧିର କୁମାର ନାଥ.ଏପିଓ ଅନୁପମା ସାହୁ. ଜିଆର ଏସ ସୁଦର୍ଶନ ବେହେରା. ଉପସ୍ଥିତ ଥିଲେ। ଅଂଚଳର ବରିଷ୍ଠ ନାଗରିକ ନାରଦ ବରିହା. ଚୈତନ୍ୟ ସାହୁ ପ୍ରମୋଦ କୁମାର ଦେବତାବିନାୟକ ପ୍ରସାଦ ଗୁରୁ. ଶେଷଦେବ ଦାଶ. ବିପିନ ବିହାରି ସାହୁ. ଝସକେତନ ସାହୁ. ପ୍ରମୁଖ ଉପସ୍ଥିତ ଥିଲେ।
0 Comments