kranti khadu newsଗାଇସିଲାଟରେ ନୂତନ ବିଡ଼ିଓ ଙ୍କ ଯୋଗଦାନ(ରିଙ୍କୁ ଦେବତା ଙ୍କ ରିପୋର୍ଟ) ବରଗଡ ଜିଲ୍ଲା ଅନ୍ତର୍ଗତ ଗାଇସିଲାଟ ଵ୍ଳକରେ ଆଜି ନୂତନ ଭାବେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରବିଣ କୁମାର ବନୁଆଁ ଯୋଗଦାନ କରିଛନ୍ତି। ପୂର୍ବତନ ବିଡ଼ିଓ ନିରଂଜନ ସା ଦାୟିତ୍ବ ହସ୍ତାନ୍ତର କରିଛନ୍ତି। ଅନୁଷ୍ଠିତ ସ୍ବାଗତ ସମାରୋହରେ ସମସ୍ତ କର୍ମଚାରୀ ଦାୟିତ୍ବ ପ୍ରତି ସମର୍ପିତ ରହିବାକୁ ଶ୍ରୀଯୁକ୍ତ ବନୁଆଁ କହିଥିଲେ।

Post a Comment

0 Comments