kranti khadu news ଆନ୍ତଃରାଜ୍ୟ ଗାମାଙ୍ଗ ଦେବି ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ପଡ଼ିଆ:(ଏନ୍ ରବିଙ୍କ ରିପୋର୍ଟ)ମାଲକାନଗିରି ଜିଲ୍ଲା ପଡ଼ିଆ ବ୍ଲକ ଅନ୍ତର୍ଗତ ଵାପାନପାଲ୍ଲୀ ପଞ୍ଚାୟତରେ ଆଜି ଅନଃରାଜ୍ୟ ଗମାଙ୍ଗ ଦେବି ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍ ଘାଟିତ ହୋଇଯାଇଛି । ଆଜିର ଏହି ଉଦଘାଟିତ ଫୁଟବଲ ମ୍ୟାଚ ଉଭୟ ମାଲକାନଗିରି ଓ କୁଣ୍ଟା ମଧ୍ୟରେ ଅନୁଷ୍ଠିତ ହେଇଥିଲା । ଆଜିର ଏହି ପ୍ରଥମ ମ୍ୟାଚରେ କୁଣ୍ଟା ବିଜୟୀ ହୋଇଥିଲା । ଆଜିର ଏହି ଉଦଘାଟିତ ଫୁଟବଲ ଉତ୍ସବରେ ମୂଖ୍ୟ ଅତିଥି ଭାବେ ପଡ଼ିଆ ବ୍ଲକର ଯୁଵ ବିଜେଡି ନେତା ନାକା ନୁକାଲ ରାଜୁ, ଵାପାନପାଲ୍ଲୀର ପୂର୍ବତନ ସରପଂଚ ଜଗା କାମରାମୀ,ରାମା ମାଢି,ଦେବା କମରାମୀ,କୋଷା ମାଡକାମି, ବିକାଶ ମାଣ୍ଡଲ, ଗଙ୍ଗା ମାଡକାମି ଓ ବାସୁଦେବ ହାଲଦାର ଯୋଗ ଦେଇ ଥିଲେ ।

Post a Comment

0 Comments